https://kanaknews.com/breakingnews/%e0%ac%9f%e0%ad%8b%e0%ac%95%e0%ac%bf%e0%ac%93-%e0%ac%85%e0%ac%b2%e0%ac%bf%e0%ac%ae%e0%ad%8d%e0%ac%aa%e0%ac%bf%e0%ac%95-%e0%ac%aa%e0%ac%b0%e0%ad%87-%e0%ac%9c%e0%ac%a8%e0%ad%8d%e0%ac%ae%e0%ac%ae/
ଟୋକିଓ ଅଲିମ୍ପିକ ପରେ ଜନ୍ମମାଟିକୁ ଫେରୁଛନ୍ତି ହକି ଖେଳାଳି । ସୁନ୍ଦରଗଡ଼ର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି । ଅମିତଙ୍କ ଗାଁ ସଉନାମୁରାରେ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ।